ଅପରାଧ ବଡ ଡକାୟତି ଯୋଜନା ପଣ୍ଡ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ, ୭ ଦୁର୍ଦାନ୍ତ ଡକାୟତ ଗିରଫ ସୀତାରାମ ଅଗ୍ରୱାଲ ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ କୁ ମିଳିଛି ସଫଳତା। ଡକାୟତ ଯୋଜନା ପଣ୍ଡ କରି ୭ ଦୁର୍ଦାନ୍ତ ଅପରାଧୀ ଙ୍କୁ ବାନ୍ଧିଲା ପୋଲିସ।…