ଆଜିର ଖବର ଖୋର୍ଦ୍ଧାର ଜନମଙ୍ଗଳ ଯୋଜନାଗୁଡିକର ତଦାରଖ କଲେ ଜିଲ୍ଲା ଉନ୍ନୟନ ଦାୟିତ୍ଵରେ ଥିବା ପ୍ରମୁଖ ଶାସନ ସଚିବ ଖୋର୍ଦ୍ଧା: ଆଜି ପୂର୍ବାହ୍ନ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରାଖ ଦାୟିତ୍ୱରେ ଥିବା ଓଡିଶା ସରକାରଙ୍କ ବିଜ୍ଞାନ କାରିଗରୀ, ଶ୍ରମ ଏବଂ ରାଜ୍ୟ…