ବିଶେଷ ଖବର ଖୋର୍ଦ୍ଧା ବିଜେଡି ସଭାପତି ନେଇ କେଁ.. ଚର୍ଚ୍ଚାରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଭୁବନେଶ୍ବର: ବିଜୁ ଜନତା ଦଳ ବର୍ତ୍ତମାନ ସମସ୍ତ ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିସାରିଛି। ହେଲେ କେବଳ ଖୋର୍ଦ୍ଧା ଏବଂ ବାଲେଶ୍ବର ଜିଲ୍ଲା ବାକି ରହିଛି।…