ଆଜିର ଖବର ଖୋର୍ଦ୍ଧାରୋଡ ଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ରେଳମନ୍ତ୍ରୀଙ୍କୁ ଚିଠି ଭୁବନେଶ୍ବର: ଉତ୍ତର ପ୍ରଦେଶ ସରକାର ବିଭିନ୍ନ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରିବାରେ ଲାଗିଛନ୍ତି। ନିକଟରେ ଝାନସୀ ଷ୍ଟସନର ନାମ ପରିବର୍ତ୍ତନ କରାଯାଇ ବୀରଙ୍ଗନା ଲକ୍ଷ୍ମୀବାଇ ଷ୍ଟେସନ…