ଜାତୀୟ ଖବର ବହୁ ପ୍ରତୀକ୍ଷାର ହେଲା ଅନ୍ତ, କୋଭିଡ କଟକଣା ଭିତରେ ଆରମ୍ଭ ହେଲା କାଳିଆ ଦର୍ଶନ ପୁରୀ, ବହୁ ପ୍ରତୀକ୍ଷା ପରେ ଆଜିଠାରୁ ଆରମ୍ଭ ହୋଇଛି କାଳିଆ ଦର୍ଶନ। ଭକ୍ତଙ୍କ ପାଇଁ ଖୋଲିଛି ସିଂହଦ୍ବାର। ଆଜି ସକାଳ ୭ ଟା ବେଳେ ଭକ୍ତମାନଙ୍କୁ ମନ୍ଦିର…