ବିଶେଷ ଖବର ଗଂଜାମ କଂଗ୍ରେସର ଗୋଷ୍ଠୀ କନ୍ଦଳ, ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିନରେ ମଧ୍ୟ ଫୁଲମାଳଟିଏ ଦେବାକୁ କୁଣ୍ଠାବୋଧ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଲୌହମାନବୀ ଭାରତରତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମତିଥିରେ ଗଂଜାମ କଂଗ୍ରେସରେ ଦେଖାଦେଇଛି ଅନ୍ତଃଦ୍ବନ୍ଦ।…