ଆଜିର ଖବର ଚାରିଧାମ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ହେବ: ଡକ୍ଟର ମନସୁଖ ମାଣ୍ଡଭିୟ ନୂଆଦିଲ୍ଲୀ: ଚାରିଧାମ ଯାତ୍ରାରେ ସାମିଲ ହେଉଥିବା ଦେଶର ତୀର୍ଥଯାତ୍ରୀମାନଙ୍କୁ ଏକ ସୁଦୃଢ ସ୍ୱାସ୍ଥ୍ୟ ସହାୟତା ଓ ଜରୁରୀ ପରିଚାଳନା ଭିତ୍ତିଭୂମି କେନ୍ଦ୍ର ସରକାର ଯୋଗାଇଦେବେ। ସମ୍ପୃକ୍ତ ତୀର୍ଥଯାତ୍ରୀମାନଙ୍କୁ…