ଆଜିର ଖବର ରାଜ୍ୟପାଳଙ୍କୁ ଭେଟି ଲିଖିତ ଦରଖାସ୍ତ ପ୍ରଦାନ କଲେ କୋଦଳା ଉପାଧ୍ୟକ୍ଷା ରଞ୍ଜିତା ବେଗୁନିଆପଡା (ଟୁକୁନା ପ୍ରଧାନ): ଗୁରୁବାର ଦିନ ଓଡିଶାର ରାଜ୍ୟପାଳ ରଘୁବର ଦାସ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ସମୟରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା…