ଅପରାଧ ରେଢାଖୋଲରେ ବାଇକରୁ ୧୩ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ କନ୍ଦର୍ପ ବେହେରା ରେଢାଖୋଲ: ଆଜି ସଂଧ୍ୟା ୭ଟାରେ ରେଢାଖୋଲ ପୋଲିସ୍ ବଡବାହାଳ ଛକଠାରୁ ବୌଦ୍ଧରୁ ଆସୁଥିବା ଏକ ବାଇକରୁ ୧୩ କେଜି ଗଞ୍ଜେଇ ଜବତ କରିବା ସହ…