ଆଜିର ଖବର ଓଡିଶାରୁ ଯାଉଥିବା ଗଞ୍ଜେଇ ବୋଝେଇ ଟ୍ରକକୁ ସୁରତରେ ଜବତ କଲା କ୍ରାଇମବ୍ରାଞ୍ଚ: ତିନି ଓଡିଆ ଯୁବକ ଗିରଫ ସୁରତ: ଗୁଜୁରାଟର ସୁରତରୁ ଗଞ୍ଜେଇ ବୋଝେଇ ଟ୍ରାକକୁ ଜବତ କରିଛି ପୋଲିସ। ଓଡିଶାରୁ ଗୁଜୁରାଟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର…