ଆଞ୍ଚଳିକ ବ୍ରହ୍ମଗିରିରେ ୧୦୩ତମ ମନ କି ବାତ ଶୁଣିଲେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବ୍ରହ୍ମଗିରି: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଡ଼ ରୋଡଙ୍ଗ ପଞ୍ଚାୟତରେ ବ୍ରହ୍ମଗିରି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ୧୦୩ ତମ ମନ କି ବାତ କାର୍ଯ୍ୟକ୍ରମରେ…