ଆଜିର ଖବର ଗଣତନ୍ତ୍ର ଦିବସ ପାଳନ ଯୋଗୁଁ ଦିଲ୍ଲୀରେ କିଛି ଘଣ୍ଟା ବନ୍ଦ ରହିବ ବିମାନ ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଚାଲିଛି। ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ…