ଆଜିର ଖବର ଆପଣ ଘରେ ପ୍ରଭୃ ଗଣେଷଙ୍କୁ ପୂଜା କରୁଛନ୍ତି କି?, ତେବେ ଜାଣନ୍ତୁ ଏହି କେତୋଟି କଥା ଭୁବନେଶ୍ବର: ପ୍ରତ୍ୟେକ ପୂଜାରେ ପ୍ରଥମେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା କରାଯାଇଥାଏ। ଘର ହେଉ କି ବ୍ୟବସାୟ ଅଥବା ମାଙ୍ଗଳିକ ଉତ୍ସବ ହେଉ ସବୁଠି ଶ୍ରୀଗଣେଶଙ୍କ ପୂଜା ପ୍ରଥମେ କରାଯାଇଥାଏ।…