ଆଜିର ଖବର ନ୍ୟୁମୋକୋକଲ ଟିକା ଅଭାବ ସମ୍ପର୍କିତ ଗଣମାଧ୍ୟମ ଖବର ମିଥ୍ୟା ଏବଂ ଭ୍ରମାତ୍ମକ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆଦିଲ୍ଲୀ: ନିକଟରେ ଏକ ଜାତୀୟ ଦୈନିକ ଖବରକାଗଜରେ ସାରା ଦେଶରେ ନ୍ୟୁମୋକୋକଲ (ପିସିଭି) ଟିକା ଅଭାବ ସମ୍ପର୍କିତ ଖବର ପ୍ରକାଶିତ ହୋଇଛି। ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ…