ଆଜିର ଖବର 56ତମ ଆଇଏଫଏଫଆଇ ପାଇଁ ଗଣମାଧ୍ୟମ ପଞ୍ଜୀକରଣ ନୂଆଦିଲ୍ଲୀ: 56 ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଆସନ୍ତା 20ରୁ 28 ନଭେମ୍ବର ପର୍ଯ୍ୟନ୍ତ ଗୋଆର ପାଣାଜୀଠାରେ ଆୟୋଜନ କରାଯିବ। ଏଥିରେ ଅଂଶଗ୍ରହଣ କରି…