ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରତିବାଦ

ଖୋର୍ଦ୍ଧା: ବର୍ତ୍ତମାନ ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଦିନକୁ ଦିନ ଆକ୍ରମଣ ବଢ଼ୁଥିବାର ଦେଖାଯାଉଛି। ଗତ ୨୫ ତାରିଖରେ ବେଆଇନ ମଦ କାରବାର ସଂକ୍ରାନ୍ତରେ ଖବର ସଂଗ୍ରହ…