ଆଜିର ଖବର ଗଣେଶ ତଥା ଅନ୍ୟାନ୍ୟ ମୂର୍ତ୍ତିରେ ପ୍ରାକୃତିକ ରଙ୍ଗ ଦେବା ପାଇଁ ପ୍ରେରଣା ପକ୍ଷରୁ ଦାବି ଭୁବନେଶ୍ୱର : ଦେବଭୂମି ଭାରତବର୍ଷ ଓ ଉତ୍କୃଷ୍ଟ ସଂସ୍କୃତି ଓ କଳାର ରାଜ୍ୟ ଓଡ଼ିଶାରେ ବାରମାସରେ ତେରପର୍ବ ପାଳନ କରାଯାଏ । ବୈଦିକ ଯୁଗରୁ ଏହା ପ୍ରକୃତି…