ଆଜିର ଖବର ବରଗଡ ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ୪ଟି ମାଓବାଦୀ ଶିବିର ଧ୍ଵଂସ ଭୁବନେଶ୍ୱର: ଓଡିଶାର ବରଗଡ ଜିଲ୍ଲାର ଗନ୍ଧମାର୍ଦ୍ଧନ ରିଜର୍ଭ ଜଙ୍ଗଲରେ ଅଲଟ୍ରା ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଅତି କମରେ ୪ଟି ମାଓବାଦୀ ଶିବିର…