ଆଜିର ଖବର ଚାଷଜମିକୁ ଜଳସେଚନ ସୁବିଧା ପାଇଁ କ୍ଷେତ ପୋଖରୀ ଓ ଗଭୀର କୂଅ: ଉପକୃତ ହେଉଛନ୍ତି ଆଦିବାସୀ ଚାଷୀ ସୁନ୍ଦରଗଡ଼: ଚାଷଜମିକୁ ଜଳ, ଚାଷୀଙ୍କୁ ବଳ। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଦିବାସୀ…