ଜାତୀୟ ଖବର ଗଭୀର ମହାସାଗରରୁ ଖୋଜାଯିବ ସମ୍ପଦ, ୪,୦୭୭ କୋଟି ଟଙ୍କା ବ୍ୟୟ ଅଟକଳ, ମିଳିଲା କ୍ୟାବିନେଟ ମଞ୍ଜୁରୀ ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଭୂ-ବିଜ୍ଞାନ ମନ୍ତ୍ରଣାଳୟ (ଏମଓଇଏସ)ର “ଗଭୀର ମହାସାଗର ଅଭିଯାନ”କୁ ମଞ୍ଜୁର କରିଛନ୍ତି। ଏହି…