ଅନ୍ତରାଷ୍ଟ୍ରୀୟ ମରକ୍କୋରେ ଭୂମିକମ୍ପ ଯୋଗୁଁ ଜୀବନହାନିରେ ପ୍ରଧାନମନ୍ତ୍ରୀଙ୍କ ଶୋକ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରକ୍କୋରେ ଭୂମିକମ୍ପ ଯୋଗୁ ଲୋକଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଭାରତ ଏହି କଠିନ…