ଆଞ୍ଚଳିକ ଗମ୍ଭାରୀମୁଣ୍ଡା ପତିତପାବନ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ ସୀତାରାମ ଅଗ୍ରୱାଲ ବାଣପୁର:ଖୋର୍ଦ୍ଧାଜିଲ୍ଲା ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଥିବା ପତିତପାବନ ଉଚ୍ଚ ବିଦ୍ୟାଳୟ ଷାଠିଏ ବର୍ଷରେ ପଦାର୍ପଣ କରିଥିବାରୁ ରବିବାର ଠାରୁ ଦୁଇଦିନ ଧରି ବିଦ୍ୟାଳୟ ହୀରକ ଜୟନ୍ତୀ…