ଆଜିର ଖବର ଶୋଇବା ପୂର୍ବରୁ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ବ୍ୟବହାର କରନ୍ତି କି? ହୋଇପାରେ ଏହି ଗମ୍ଭୀର ରୋଗ ନୂଆଦିଲ୍ଲୀ: କୋଭିଡ ମହାମାରୀ ସମୟରେ, ନିଦ୍ରାହୀନତା ଅଭିଯୋଗ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଅଧିକାଂଶ ଲୋକ ୱେବ୍ ସୋ ଏବଂ ଅନଲାଇନ୍ ଚଳଚ୍ଚିତ୍ର ପୂରା ସମୟ…