ଅପରାଧ ବୋହୁ ଉପରକୁ ଗରମ ତେଲ ଫିଙ୍ଗିଲା ଶାଶୁ, ଗୁରୁତର ଅବସ୍ଥାରେ ଭଦ୍ରକ ସ୍ଥାନାନ୍ତର ବାଲେଶ୍ୱର: ବୋହୁ ଉପରକୁ ଗରମ ତେଲ ଫିଙ୍ଗିଲା ଶାଶୁ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ମଠନୂଆଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଏହି ଘଟଣାରେ ବୋହୁ…