ଆଞ୍ଚଳିକ ବାଲୁଗାଁଠାରେ ଘରେ ପଶି ଯୁବତୀଙ୍କ ତଣ୍ଟି କାଟିବା ଘଟଣା : ଘଟଣାସ୍ଥଳରେ ଏସପି ସମେତ ସାଇଣ୍ଟିଫିକ୍ ଟିମ୍ ସମୀକ୍ଷା ବ୍ୟୁରୋ / ବାଲୁଗାଁ ବାଲୁଗାଁର ଗଙ୍ଗନଗର ଗ୍ରାମରେ ଯୁବତୀଙ୍କ ଘରେ ପଶି ତଣ୍ଟିକାଟିବା ଘଟଣାକୁ ନେଇ ଚାଲିଛି ତନାଘନା। ଏହି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ…