ଗାଈ ମୃତ୍ୟୁ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ଗୋପାଳପୁର ସାହି ଲକ୍ଷ୍ମି ଭୂୟାଁ ଙ୍କ ଗାଇ ବଜ୍ରପାତରେ ମୃତ୍ୟୁ ବରଣ କରିଛି।…