ଆଜିର ଖବର Video News: ଭୁବନେଶ୍ବରରେ ଏକ କୋରିୟର ଗାଡିରେ ଲାଗିଗଲା ନିଆଁ, ଦେଖନ୍ତୁ ଏହି ଭିଡିଓ ଭୁବନେଶ୍ବର: ଆଜି ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ଅନେକ ବଞ୍ଚିଯାଇଛନ୍ତି। ଆଜି ଭୁବନେଶ୍ବରର ହଂସପାଳଠାରେ ଠିଆ ହୋଇଥିବା ଏକ କୋରିୟର ଗାଡିରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁର…