ଅପରାଧ ବିଜେପିର ତାରକା ପ୍ରଚାରକ ବବିତା ଫୋଗାଟଙ୍କ ରାଲି ଉପରକୁ ଆକ୍ରମଣ ଅଭିଯୋଗ, ଅନେକ ଗାଡି କ୍ଷତିଗ୍ରସ୍ତ ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠ ଜିଲ୍ଲାର ସିୱାଲଖାସ ବିଧାନସଭାରେ ପହଞ୍ଚି ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଲାଗି ବିଜେପିର ତାରକା ପ୍ରଚାରକ କୁସ୍ତିଯୋଦ୍ଧା ବବିତା ଫୋଗାଟ ପହଞ୍ଚିଥିଲେ। କିନ୍ତୁ…