ଆଜିର ଖବର ପୋଲିସ୍କୁ ଦେଖି ଗାଡି ଛାଡି ପଳାଇଲେ ଦୁର୍ବୃତ୍ତ: ଗାଡି ଚୋରିକୁ ନେଇ ସୃଷ୍ଟି ହେଲା ସନ୍ଦେହ ! ରଞ୍ଜିତ୍ କୁମାର ପଣ୍ଡା କୁଜଙ୍ଗ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍ ଥାନା ଅନ୍ତର୍ଗତ ଗରେଇ ପଞ୍ଚାୟତ କୋଠମୁଳଠାରେ ଦୁର୍ବୃତ୍ତମାନେ ଛାଡି ପଳାଇଥିବା ଏକ ଆଇ ଟ୍ବେଣ୍ଟି କାରକୁ…