ବିଶେଷ ଖବର ଚିଲିକାର ଗାୟକ-ପକ୍ଷୀ: କବି ତପନ ପଟ୍ଟନାୟକ ଡକ୍ଟର ସତ୍ୟ ଷଡ଼ଙ୍ଗୀ କାବ୍ୟନାୟିକା ଚିଲିକା ଉପକଣ୍ଠ ବାଲୁଗାଁଠାରେ ତାଙ୍କର ଜନ୍ମ। ପିତା ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ତଥା ନାଟ୍ୟକାର ପଦ୍ମଚରଣ ପଟ୍ଟନାୟକ। ପିତାଙ୍କ ସହପାଠୀ ବନ୍ଧୁ ପାଇକ…