ଅପରାଧ ନୁପୁର ଶର୍ମାଙ୍କୁ ବଡ ଆଶ୍ଵସ୍ତି, ବର୍ତ୍ତମାନ ଗିରଫଦାରୀ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ନିଲମ୍ବିତ ବିଜେପି ନେତା ନୁପୁର ଶର୍ମାଙ୍କୁ ବଡ ଆଶ୍ଵସ୍ତି ମିଳିଛି। ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇଥିବା ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ବର୍ତ୍ତମାନ ଆଶ୍ଵସ୍ତି ପ୍ରଦାନ କରିଛନ୍ତି।…