ଅପରାଧ ଆସନ୍ତାକାଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିବ ସିବିଆଇ: ଆମ୍ ଆଦମୀ ପାର୍ଟିର ଦାବି ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ସମ୍ପର୍କରେ ଆସନ୍ତାକାଲି ଜେରା କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଡକାଇଛି। ଏହା ପରେ…