ଆଜିର ଖବର ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦ୍ୟାସା ଫାଉଣ୍ଡେସନ ପକ୍ଷରୁ ଗୀତାଞ୍ଜଳି ଶିକ୍ଷା ଅଧିକାର କାର୍ଯ୍ୟକ୍ରମ ଆରମ୍ଭ ରେଢ଼ାଖୋଲ (କନ୍ଦର୍ପ ବେହେରା): ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦ୍ୟାସା ଫାଉଣ୍ଡେସନ ପକ୍ଷରୁ ଦିବଂଗତ ଗୁରୁମା ଗୀତାଞ୍ଜଳି ଙ୍କ ସ୍ମୃତି ପାଇଁ ଗରିବ ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ାରେ…