ଅପରାଧ ଡକାୟତ ଯୋଜନାକୁ ପଣ୍ଡ କଲା ଜଙ୍କିଆ ପୋଲିସ: ବିପୁଳ ମାରଣାସ୍ତ୍ର ସହ ୪ ଗିରଫ ଖୋର୍ଦ୍ଧା/ଜଙ୍କିଆ: ଆଜି ଜଙ୍କିଆ ପୋଲିସକୁ ଏକ ବଡ ସଫଳତା ମିଳିଛି। ଏକ ବଡ ଧରଣର ଡକାୟତି ଯୋଜନାକୁ ଜଙ୍କିଆ ପୋଲିସ ପଣ୍ଡ କରିଛି। ସୂଚନା ମୁତାବକ ଗତକାଲି…