ଅପରାଧ ପୁଣେରେ ଥିବା ଗୁଗୁଲ୍ ଅଫିସ୍ କୁ ବୋମାରେ ଉଡେଇଦେବା ଧମକ, ହାଇଦ୍ରାବାଦରୁ ଗିରଫ ହେଲା ଅଭିଯୁକ୍ତ ନୂଆଦିଲ୍ଲୀ: ଆଜି ମୁମ୍ବାଇରେ ଗୁଗୁଲର କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଫୋନ ଆସିଥିଲା, ଯେଉଁଥିରେ ଫୋନ କରୁଥିବା ବ୍ୟକ୍ତି ପୁଣେର ଗୁଗୁଲ୍ ଅଫିସରେ ଏକ ବୋମା ରଖାଯାଇଥିବା କହିଥିଲା।…