ଆଜିର ଖବର ଗୁଗୁଲ୍ ମ୍ୟାପ୍ସରେ ବଦଳିଲା ଦେଶର ନାମ, ‘ଭାରତ’ ସର୍ଚ୍ଚ କଲେ ଦେଖାଯାଉଛି ତ୍ରିରଙ୍ଗା ନୂଆଦିଲ୍ଲୀ: ନିକଟରେ ଦେଶର ନାମ ଇଣ୍ଡିଆରୁ ‘ଭାରତ’ ରେ ପରିବର୍ତ୍ତନ କରିବାକୁ ସରକାର ସଂକେତ ଦେଇଛନ୍ତି। ଏହାକୁ ନେଇ ବହୁ ରାଜନୀତି ଆରମ୍ଭ ହୋଇଛି। ଯଦିବା ଦେଶର…