ଆଜିର ଖବର ବିଧାନସଭା ନିର୍ବାଚନର ଏକ ବର୍ଷ ପୂର୍ବରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କାହିଁକି ଦେଲେ ଇସ୍ତଫା? ନୂଆଦିଲ୍ଲୀ: ଗୁଜୁରାଟରେ ଏକ ଅପ୍ରତ୍ୟାଶିତ ରାଜନୈତିକ ଘଟଣାକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଇସ୍ତଫା ପ୍ରଦାନ କରିଛନ୍ତି। ସେ ରାଜଭବନରେ ପହଞ୍ଚି ରାଜ୍ୟପାଳ ଦେବବ୍ରତ ଆଚାର୍ଯ୍ୟଙ୍କୁ ଇସ୍ତଫା…