ଆଜିର ଖବର ଖଲାଶୁଣୀ ଅଭୟାରଣ୍ୟରେ ଅବାଧରେ ଜନ୍ତୁ ଶିକାର: ଝିଙ୍କ, ଗୁରାଣ୍ଡି, ସମ୍ବର ଶିଙ୍ଘ ସହ ବନ୍ଧୁକ ଜବତ ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ କିସିଣ୍ଡା ନିକଟ ଖଳାଶୁଣି ବନ୍ୟପ୍ରାଣୀ ବନାଞ୍ଚଳ, ବାମରା ବନ୍ୟପ୍ରାଣୀ ବନଖଣ୍ଡ ଖଳାଶୁଣୀ ଅଭୟାରଣ୍ୟ ଅଂଚଳରୁ ଜନ୍ତୁ ଶିକାର ଅଭିଯୋଗରେ ବନବିଭାଗ…