ଆଜିର ଖବର ବିବାହ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପରେ ଦିଅନ୍ତୁ ଧ୍ୟାନ, ନଚେତ୍ ହେବ ବଡ ସମସ୍ୟା ନୂଆଦିଲ୍ଲୀ: ଭାରତୀୟ ପରମ୍ପରା ଅନୁଯାୟୀ, ବିବାହ ପାଇଁ ପୁଅ ଏବଂ ଝିଅର ରାଶି ମେଳ କରାଯାଇଥାଏ। ଯଦି ଜାତକ ମେଳ ହୁଏ ନାହିଁ, ତେବେ ବିବାହ ପ୍ରସ୍ତାବ ମଧ୍ୟ…