ଆଜିର ଖବର ବିଜେପି ବିରୋଧରେ ପ୍ରଚାର କରିବେ କୃଷକ ନେତା ଗୁରୁନାମ ସିଂ ଚଢୁନି ନୂଆଦିଲ୍ଲୀ: ଏକ ରାଜନୈତିକ ଦଳ ଗଠନ କରିଥିବା କୃଷକ ନେତା ଗୁରୁନାମ ସିଂ ଚଢୁନି କହିଛନ୍ତି ଯେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଞ୍ଜାବ ନିର୍ବାଚନରେ ତାଙ୍କ ସଂଗଠନ…