ବିଶେଷ ଖବର ପନ୍ନୁଙ୍କ ଭିଡିଓ, କାନାଡାକୁ ସମାଲୋଚନା… ଭାରତ-ଆମେରିକା ଆଲୋଚନା ସ୍ପଷ୍ଟ, ଟ୍ରୁଡୋଙ୍କ ସ୍ୱର ଏବେ କୋହଳ ହେବ ନୂଆଦିଲ୍ଲୀ: ଦିଲ୍ଲୀରେ ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ୍ ଟୁ ବୈଠକ ହୋଇଥିଲା। ଏହି ବୈଠକରେ ଆମେରିକାର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେଇଥିଲେ।…