ଆଜିର ଖବର ଜିଓ ୱେଲକମ୍ ଅଫର ଅଧୀନରେ ଗ୍ରାହକମାନଙ୍କୁ ୧ ଜିବିପିଏସ୍ରୁ ଅଧିକ ସ୍ପିଡ୍ର ଅସୀମିତ ୫ଜି ଡାଟା ମିଳିବ ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ କେରଳର କୋଚି ସହର ଏବଂ ଗୁରୁବାୟୁର ମନ୍ଦିର ପରିସରରେ ଜିଓ ଟ୍ରୁ-୫ଜି ସେବା ଏବଂ ୫ଜି ୱାଇ-ଫାଇ ସେବାର ଶୁଭାରମ୍ଭ କରାଯାଇଛି।…