ଅନ୍ତରାଷ୍ଟ୍ରୀୟ ଉଦୟଗିରି-ରତ୍ନଗିରିରେ ବିଶ୍ୱ ବୌଦ୍ଧ ସମ୍ମିଳନୀ: ୧୭ଟି ଦେଶର ୧,୫୦୦ ଧର୍ମାବଲମ୍ବୀଙ୍କ ଯୋଗଦାନ ଭୁବନେଶ୍ବର: ଯାଜପୁର ଅଞ୍ଚଳର ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଦୟଗିରି ଓ ରତ୍ନଗିରିରେ ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀଙ୍କ ମିଳନ ସମାଗମ ଘଟିଛି। ସ୍ନେହ, ପ୍ରେମ ଏବଂ ଶ୍ରଦ୍ଧାର…