ଆଜିର ଖବର ନୂଆଦିଲ୍ଲୀରେ ରହି ‘ଗୁଲାବ’ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର: ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେସିଂ ମାଧ୍ୟମରେ ସମ୍ଭବ୍ୟ ବାତ୍ୟା ଗୁଲାବ ସମୀକ୍ଷା କରିବେ। ଏହି ବୈଠକରେ ମୁଖ୍ୟଶାସନ ସଚିବ, ଏସଆରସି,…