ବିଶେଷ ଖବର ଆଜି ବିଧାନସଭା ଭିତରେ ପଶିଗଲେ ଜଣେ ପୂଜାରୀ, ସୁରକ୍ଷା କର୍ମି ହେଲେ ବାଉଳା ଭୁବନେଶ୍ବର: ଆଜି ବିଧାନସଭା ଆରମ୍ଭ ବେଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ ବିଧାନସଭା ଗୃହ ଭିତରକୁ ଜଣେ ବ୍ରାହ୍ମଣ ପଶିଗଲେ। ସୁରକ୍ଷା କର୍ମି ଟିକିଏ…