ଆଜିର ଖବର ‘ପାଇଲଟଙ୍କ ଜାତକରେ ନାହିଁ ମୁଖ୍ୟମନ୍ତ୍ରୀ ପଦ, ଗେହଲଟ ହିଁ ରହିବେ ମୁଖ୍ୟମନ୍ତ୍ରୀ’ ଜୟପୁର, ମଧ୍ୟ ପ୍ରଦେଶ ଭଳି ଠିକ୍ ରାଜସ୍ଥାନରେ ଯେଉଁଭଳି ଭାବେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା ଯାହାର କେନ୍ଦ୍ର ବିନ୍ଦୁ ସାଜିଥିଲେ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ।…