ଆଞ୍ଚଳିକ ବାଣପୁରର ଗୋଦାବରୀଶ ବିଦ୍ୟାପୀଠର ନବେତମ ଜନ୍ମୋତ୍ସବ ତଥା ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ ବାଣପୁର : ଖୋର୍ଦ୍ଧା ଜିଲ୍ଲାର ସର୍ବପୁରାତନ ବିଦ୍ୟାପୀଠ ଗୋଦାବରୀଶ ବିଦ୍ୟାପୀଠର ଆଜି ନବେତମ ଜନ୍ମୋତ୍ସବ ଓ ବାର୍ଷିକ ପୁରସ୍କାର ବିତରଣୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ…