ଆଜିର ଖବର ସୋମବାର ସୁଦ୍ଧା ଲଦାଖର ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ଶେଷ ହେବ ସୈନ୍ୟବାହିନୀର ପ୍ରତ୍ୟାହାର କାର୍ଯ୍ୟ ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ବିବାଦକୁ ଶେଷ କରିବା ପାଇଁ ଭାରତ ଏବଂ ଚୀନ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।…