ଆଜିର ଖବର ସାପ୍ତାହିକ ଗୋରୁ ହାଟରେ ଗୁଳି କାଣ୍ଡ, ଜାମସୁ ଅଲ୍ଲୀ ନାମକ ବ୍ୟବସାୟୀ ମୃତ ବାରିପଦା: ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ସାପ୍ତାହିକ ଗୋରୁ ହାଟରେ ଏକ ଗୁଳିକାଣ୍ଡ ଘଟିଯାଇଛି। ସକାଳୁ ସାପ୍ତାହିକ ଗୋରୁ ହାଟ ଚାଲିଥିବାବେଳେ…