ଆଜିର ଖବର ସୁନ୍ଦରଗଡ଼ ଜିଲ୍ଲାରେ ସମନ୍ୱିତ ଭୌତିକ ଚିକିତ୍ସା ସେବାର ଶୁଭାରମ୍ଭ, ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ମିଳିବ ସେବା ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ରୋଗୀମାନଙ୍କୁ ମାଗଣାରେ ଅତ୍ୟାଧୁନିକ ଫିଜିଓଥେରାପି ସହ ଏବେ ମିଳିବ ସମନ୍ୱିତ ଭୌତିକ ଚିକିତ୍ସା ସେବା। ଏଥିପାଇଁ ସୁନ୍ଦରଗଡ଼ସ୍ଥିତ…